ପ୍ରଭାସଙ୍କ ସହ ବିବାହ ଖବର ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ ! ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି

ପ୍ରଭାସଙ୍କ ସହ ବିବାହ ଖବର ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ ! ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି

photo courtesy -http://i.ndtvimg.com

‘ବାହୁବଲୀ’ ର ଦେବସେନା ତଥା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ କିଛି ଦିନ ହେବ ନିଜର ଓ ପ୍ରଭାସଙ୍କ ବିବାହ ଖବରକୁ ନେଇ ଖୁବ୍ ଖପ୍ପା ଅଛନ୍ତି । ରିପୋର୍ଟ ଅନୁସାରେ ଅନୁଷ୍କା କହିଛନ୍ତି ତାଙ୍କ ସହ ପ୍ରଭାସଙ୍କ ପ୍ରେମସମ୍ପର୍କ ଓ ବିବାହର ଗୁଜବ ଖବର ଟିମର ଜଣେ ସଦସ୍ୟ ପ୍ରଚାର କରିଛନ୍ତିି । ଏକଥା ଜାଣିବା ପରେ ସେ ଉକ୍ତ ସଦସ୍ୟଙ୍କର ଭଲରେ କ୍ଲାସ୍ ନେଇଛନ୍ତି ବୋଲି ମଧ୍ୟ ସୂଚନା ମଳିଛି । ନିକଟରେ ମିଡିଆ ରିପୋର୍ଟ ଅନୁସାରେ ଖବର ଆସିଥିଲା ପ୍ରଭାସ ‘ବାହୁବଲୀ’ ସିନେମା ପାଇଁ ଅନୁଷ୍କାଙ୍କ ବିବାହ ୨ ବର୍ଷ ପର୍ଯ୍ୟନ୍ତ ଅଟକାଇ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe