କନକ ବ୍ୟୁରୋ : ମୟୁରଭଞ୍ଜରେ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ଜବତ । ରେଡ ବେଳେ ଧରାପଡିଛି ଏ ସବୁ ଜିନିଷ । ଚୋରା ହାତୀଦାନ୍ତ କାରବାର ସନ୍ଦେହରେ ମୟୁରଭଞ୍ଜର କରଞ୍ଜିଆରେ ରେଡ କରିଛି ଝାଡଖଣ୍ଡ ପୋଲିସ । ଯଶୀପୁର ପଦ୍ମପୁର ଗାଁରେ ଅବଦୁଲ ମୋଜିଦଙ୍କ ଘରେ ଏହି ଚଢାଉ କରାଯାଇଛି । ଚଢାଉ ବେଳେ ମୋଜିଦ ଫେରାର ହୋଇଯାଇଛି । ତାଙ୍କ ଘରୁ ୧୪ ଲକ୍ଷ ଟଙ୍କା ଓ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ବି ଜବତ ହୋଇଛି ।
ମୟୁରଭଞ୍ଜରେ ଚାଂଚଲ୍ୟ ! ରେଡ ବେଳେ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ଜବତ
/kanak/media/post_attachments/wp-content/uploads/2018/01/mayurbhanj.jpg)