ମୟୁରଭଞ୍ଜରେ ଚାଂଚଲ୍ୟ ! ରେଡ ବେଳେ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ଜବତ

12

କନକ ବ୍ୟୁରୋ : ମୟୁରଭଞ୍ଜରେ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ଜବତ । ରେଡ ବେଳେ ଧରାପଡିଛି ଏ ସବୁ ଜିନିଷ । ଚୋରା ହାତୀଦାନ୍ତ କାରବାର ସନ୍ଦେହରେ ମୟୁରଭଞ୍ଜର କରଞ୍ଜିଆରେ ରେଡ କରିଛି ଝାଡଖଣ୍ଡ ପୋଲିସ । ଯଶୀପୁର ପଦ୍ମପୁର ଗାଁରେ ଅବଦୁଲ ମୋଜିଦଙ୍କ ଘରେ ଏହି ଚଢାଉ କରାଯାଇଛି । ଚଢାଉ ବେଳେ ମୋଜିଦ ଫେରାର ହୋଇଯାଇଛି । ତାଙ୍କ ଘରୁ ୧୪ ଲକ୍ଷ ଟଙ୍କା ଓ ଶହେ ପ୍ରକାରର ଜୀବନଜନ୍ତୁଙ୍କ ହାଡ, ନଖ, ଶିଙ୍ଗ ବି ଜବତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.