ଅନୁଗୁଳରେ ଟ୍ରିପଲ ମର୍ଡର ! ସ୍ୱାମୀ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା, ୧୦ବର୍ଷର ପୁଅର ମୃତଦେହ ଉଦ୍ଧାର

ସୁନ୍ଦରଗଡ ଟିକିଲିପଡାରେ ଅଭାବନୀୟ ଘଟଣା ! ବନ୍ଦ ଘରୁ ମା’ ଓ ଝିଅର ମୃତ ଦେହ ଉଦ୍ଧାର

image courtesy-https://dwellingintheword.files.wordpress.com

କନକ ବ୍ୟୁରୋ : ଅନୁଗୁଳରେ ଟ୍ରିପଲ ମର୍ଡର । ସ୍ୱାମୀ, ସ୍ତ୍ରୀ ଓ ପୁଅକୁ ଗଳାକାଟି ହତ୍ୟା । ଅନୁଗୁଳ କିଶୋରନଗର ସଂଜାମରା ଗମ୍ଭାଳିଆ ଗାଁରେ ସ୍ୱାମୀ, ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଘରୁ ଲୁଟ କରିବା ପରେ ଦୁର୍ବୃତମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାସହ ତାଙ୍କର ୧୦ବର୍ଷର ପୁଅ ନିଖୋଜ ଥିଲା । ଏବେ ତାର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାରେ ଛାନଭିନ ଜାରି ରଖିିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe