‘ଦଙ୍ଗଲ’ର ବାଜିମାତ୍ ! ୧୭ ଶହ କୋଟିର ବ୍ୟବସାୟ କରି ଆମିର୍ ଖାନଙ୍କ ସିନେମା ରଚିଲା ଇତିହାସ

‘ଦଙ୍ଗଲ’ର ବାଜିମାତ୍ ! ୧୭ ଶହ କୋଟିର ବ୍ୟବସାୟ କରି ଆମିର୍ ଖାନଙ୍କ ସିନେମା ରଚିଲା ଇତିହାସ

photo courtesy -http://media.new.mensxp.com

ବକ୍ସଅଫିସରେ ଦଙ୍ଗଲର ବାଜିମାତ୍ । ୧୭ ଶହ କୋଟିର ବ୍ୟବସାୟ କରି ଆମିର୍ ଖାନଙ୍କ ସିନେମା ଦଙ୍ଗଲ୍ ରଚିଛି ଇତିହାସ । ରାଜାମୌଳୀଙ୍କ ଐତିହାସିକ ସିନେମା ‘ବାହୁବଳୀ-ଦ କନକ୍ଲ୍ୟୁଜନ’କୁ ପଛରେ ପକାଇ ଦେଇଛି ବଲିଉଡର ଏହି ବାଓଗ୍ରାଫିକାଲ୍ ସିନେମା ଦଙ୍ଗଲ୍ । କେବଳ ଚାଇନାରେ ପାଖାପାଖି ୯ ଶହ କୋଟିର ରୋଜଗାର କରି ଦଙ୍ଗଲ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe