ବଲିଉଡର ନୂଆ ଯୋଡି ! ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ସିଂ ଓ ଆଲିଆ ଭଟ୍ଟ

ବଲିଉଡର ନୂଆ ଯୋଡି ! ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ସିଂ ଓ ଆଲିଆ ଭଟ୍ଟ

ବଲିଉଡର ଦୁଇ ଲୋକପ୍ରିୟ କଳାକାର ଏକାଠି ପରଦାରେ ନଜର ଆସିବେ । ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଚୁଲବୁଲି ନାୟିିକା ଆଲିଆ ଭଟ୍ଟ ଖୁବ ଶୀଘ୍ର ସ୍କ୍ରିନ ଶେୟାର କରିବେ ବୋଲି ସୂଚନା ମଳିଛି । ଉଭୟେ ‘ଗୁଲି ବୟ’ ସିନେମାରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବେ । ଏହି ସିନେମାରେ ନିର୍ଦ୍ଦେଶନା ଦେବେ ଜୋୟା ଅଖତର । ଫରହାନ ଅଖତର ଓ ରିତେଶ ସିଧୱାନୀ ମଳିତ ଭାବେ ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe