ଅକ୍ଷୟ କୁମାରଙ୍କ ପୁଅ ଆରବ ତାଙ୍କର ମାର୍ଶାଲ ଆର୍ଟ ପ୍ରଶିକ୍ଷଣକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ଥା'ନ୍ତି । କିନ୍ତୁ ଏଥର ଆରବ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଛନ୍ତି କ୍ୟାମେରାରେ । ପ୍ରକୃତ କଥା ହେଲା ଆରବ ଓ ତାଙ୍କ ଗର୍ଲଫ୍ରେଣ୍ଡ ସିନେମା ଦେଖି ଥିଏଟରରୁ ଫେରିଲା ବେଳେ ମିଡିଆ ତାଙ୍କୁ ଘେରି ଯାଇଥିଲା ।
ଏପରି ପରିସ୍ଥିତିରେ ଆରବ ହସି ହସି ମିଡିଆର ସାମ୍ନା କରିଥିଲେ କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ମୁହଁ ଲୁଚାଇ ଗାଡି ପାଖକୁ ଧାଇଁ ଯାଇଥିଲେ । ସେଠାରେ ଆରବଙ୍କ ସହିତ ତାଙ୍କର କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ପଢାପଢି ସହ ଆରବ ଜୁଡୋରେ ବ୍ଲାକ ବେଲଟ୍ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/alo.jpg)