ଉତ୍ତରପ୍ରଦେଶ : ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ

Advertisment
ଉତ୍ତରପ୍ରଦେଶ : ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଖିଳେଶ ଯାଦବ । ଗତକାଲି ସଂଧ୍ୟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସପାର ଶୋଚନୀୟ ପରାଜୟ ପରେ ଏବେ ଅଖିଳେଶଙ୍କ ଠାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ କାଢି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପାରିବାରିକ କନ୍ଦଳ ସହ ଛନ୍ଦି ହୋଇଥିବା ଅଖିଳେଶଙ୍କୁ ବିଧାନସଭା ନିର୍ବାଚନ ପରାଜୟ ମହଙ୍ଗା ପଡିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe