କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଖିଳେଶ ଯାଦବ । ଗତକାଲି ସଂଧ୍ୟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସପାର ଶୋଚନୀୟ ପରାଜୟ ପରେ ଏବେ ଅଖିଳେଶଙ୍କ ଠାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ କାଢି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପାରିବାରିକ କନ୍ଦଳ ସହ ଛନ୍ଦି ହୋଇଥିବା ଅଖିଳେଶଙ୍କୁ ବିଧାନସଭା ନିର୍ବାଚନ ପରାଜୟ ମହଙ୍ଗା ପଡିପାରେ ।
ଉତ୍ତରପ୍ରଦେଶ : ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ
/kanak/media/post_attachments/wp-content/uploads/2017/03/vv-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)