ବଢୁଛି ଏୟାର ଓଡିଶା ଅଡୁଆ : ଥାନାରେ ହାଜର ହେଲେ ଏୟାର ଓଡିଶା ନିର୍ଦେଶକ

Advertisment
ମହଙ୍ଗା ପଡିଲା ଠକେଇ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ବଢୁଛି ଏୟାର ଓଡିଶା ଅଡୁଆ । କମ୍ପାନୀ ସେୟାର କାରବାର ହେରଫେର ଅଭିଯୋଗରେ ଆଜି ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ । ସେୟାର ହୋଲଡରଙ୍କ ଅଭିଯୋଗ ଅନୁସାରେ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରିଛି ପୁଲିସ । ଏୟାର ଓଡିଶା ସେୟାର ହୋଲଡରଙ୍କ ଅଶଂଧନ କାରବାରରେ ହେରଫେର ନେଇ ଅଂଶିଦାର ମିତେଶ ଖିମଜୀ, ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଓ ଶ୍ରୀଦୀପ୍ ରାଉତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

Gjû ij ଏୟାର ଓଡ଼ିଶା ସେବା ଆଜିିଠାରୁ ବନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe