ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର : କୋଲକତା ଓ ଭୁବନେଶ୍ୱରକୁ ଉଡିବ ବିମାନ

Advertisment
ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର : କୋଲକତା ଓ ଭୁବନେଶ୍ୱରକୁ ଉଡିବ ବିମାନ

କନକ ବ୍ୟୁରୋ : ରାଉରକେଲା ଏୟାରଷ୍ଟ୍ରିପରୁ କୋଲକତା ଓ ଭୁବନେଶ୍ୱର ଅଭିମୁଖେ ଉଡାଣ କରିବ ବିମାନ । ଏନେଇ ଭିତ୍ତିଭୂମୀ ଅନୁଧ୍ୟାନ କରିଛନ୍ତି ୬ ଜଣିଆ ଅନୁଧ୍ୟାନକାରୀ ଟିମ୍ । ଏହି ଟିମର ନେତୃତ୍ୱ ନେଇଛନ୍ତି ଏୟାର ଟ୍ରାଫିକ୍ କଂଟ୍ରୋଲର ବରିଷ୍ଠ ଅଧିକାରୀ ଏସ.କେ ସାହୁ ।

କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନା ଅନ୍ତର୍ଗତ ନିୟମିତ ଉଡାଣ ପାଇଁ ଭିତ୍ତିଭୂମୀ ତଦାରଖ ସହ ଅନୁଧ୍ୟାନ କରୁଛି ୬ ଜଣିଆ ଟିମ୍ । ଏହି ଟିମର ସିଭିଲ୍ ଆଭିଏସନରେ ଆଇଏମଡି ଓ ଆଇଓସିର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe