କନକ ବ୍ୟୁରୋ : ରାଉରକେଲା ଏୟାରଷ୍ଟ୍ରିପରୁ କୋଲକତା ଓ ଭୁବନେଶ୍ୱର ଅଭିମୁଖେ ଉଡାଣ କରିବ ବିମାନ । ଏନେଇ ଭିତ୍ତିଭୂମୀ ଅନୁଧ୍ୟାନ କରିଛନ୍ତି ୬ ଜଣିଆ ଅନୁଧ୍ୟାନକାରୀ ଟିମ୍ । ଏହି ଟିମର ନେତୃତ୍ୱ ନେଇଛନ୍ତି ଏୟାର ଟ୍ରାଫିକ୍ କଂଟ୍ରୋଲର ବରିଷ୍ଠ ଅଧିକାରୀ ଏସ.କେ ସାହୁ ।
କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନା ଅନ୍ତର୍ଗତ ନିୟମିତ ଉଡାଣ ପାଇଁ ଭିତ୍ତିଭୂମୀ ତଦାରଖ ସହ ଅନୁଧ୍ୟାନ କରୁଛି ୬ ଜଣିଆ ଟିମ୍ । ଏହି ଟିମର ସିଭିଲ୍ ଆଭିଏସନରେ ଆଇଏମଡି ଓ ଆଇଓସିର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-12h41m09s345.png)