ଆରମ୍ଭ ହୋଇଯାଇଛି ଆଇପିଏଲ ଋତୁୁ । ଗତ କାଲି ମ୍ୟାଚରେ ଶାହାରୁଖ ଖାନଙ୍କ ପ୍ରଶଂସକ କୋଲକାତା ନାଇଟ ରାଇଡର୍ସକୁ ଚିୟର କରିବା ସହ କିଙ୍ଗ ଖାନ ଓ ଅବରାମଙ୍କୁ ଦେଖିବା ନାଇଁ ମଧ୍ୟ ଅଧିକ ଉତ୍ସାହିତ ଥିଲେ । କାଲି ରାଜକୋଟରେ ଗୁଜୁରାଟ ଓ କୋଲକାତା ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଓ ଅବରାମଙ୍କୁ ଦେଖି ଦର୍ଶକ ଅଧିକ ଖୁସି ହୋଇଯାଇଥିଲେ ।
ସେଠାରେ ବସିଥିବା ଏକ ଫଟୋକୁ କିଙ୍ଗ କାନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋରେ ଶାହାରୁଖ ଓ ଅବରାମ ଏକପ୍ରକାର ଟାଟୁରେ ନଜର ଆସୁଛନ୍ତି । ଏଥିରୁ ଆପଣ ଜାଣି ପାରୁଥିବେ ଅବରାମ ଅବରାମ ବଡ ହୋଇ ଆଉ କେକେ ଫ୍ୟାସନେବଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/26.jpg)