ନିଆରା ଢଙ୍ଗରେ ରିଲିଜ୍ କରାଯିବ ‘ଜବ ହ୍ୟାରି ମିଟ ସୈଜଲ’ ସିନେମାର ଟ୍ରେଲର !

ନିଆରା ଢଙ୍ଗରେ ରିଲିଜ୍ କରାଯିବ ‘ଜବ ହ୍ୟାରି ମିଟ ସୈଜଲ’ ସିନେମାର ଟ୍ରେଲର !

photo courtesy -http://media2.intoday.in

୩ଟି ମିନି ଟିଜର ଓ ଗୋଟେ ଗୀତ ରିଲିଜ ପରେ ‘ଜବ ହ୍ୟାରି ମିଟ ସୈଜଲ’ର ଟ୍ରେଲରକୁ ନେଇ ଆସିଛି ତାଜା ଖବର । ଜୁଲାଇ ମାସ ପ୍ରଥମ ସପ୍ତାହରେ ସିନେମାର ପ୍ରଥମ ଟ୍ରେଲର ରିଲିଜ କରାଯିବା ନେଇ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି । ନିଆରା ଢଙ୍ଗରେ ରିଲିଜ୍ କରାଯିବ ‘ଜବ ହ୍ୟାରି ମିଟ ସୈଜଲ’ର ଟ୍ରେଲର ।

ସିନେମା ରିଲିଜର ମାସକ ପୂର୍ବରୁ ସମସ୍ତ ଟ୍ରେଲରକୁ ଲଗାତାର ରିଲିଜ ଓ ଏହାର ପ୍ରମୋସନ ପାଇଁ ଯୋଜନା କରାଯାଇଛି । ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ରୋମାଂଟିକ ସିନେମାରେ ଶାହାରୁଖ ଓ ଅନୁଷ୍କାଙ୍କ ଯୋଡିକୁ ତୃତୀୟ ଥର ପାଇଁ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe