ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ପୁରିଲା ୧୦ ବର୍ଷ !

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ପୁରିଲା ୧୦ ବର୍ଷ !

source-midday.com

ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୦ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଏଥର ବି ଆନିଭର୍ସାରୀ ପାର୍ଟି ଧୁମଧାମରେ ପାଳନ କରାଯିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଥିଲେ । କିନ୍ତୁ ଏଥର ବିବାହବାର୍ଷିକୀ ପାଳନ କରିବେ ନାହିଁ ଅଭିଷେକ ଓ ଐଶ୍ୱର୍ଯ୍ୟା । କିଛିଦିନ ପୁର୍ବେ ଐଶ୍ୱର୍ଯ୍ୟାଙ୍କ ବାପାଙ୍କର ଦେହାନ୍ତ ହୋଇଥିବାରୁ ଏଥରର ବିବାହ ବାର୍ଷିକୀ ଦୁହେଁ ପାଳନ କରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe