ଜଗତସିଂହପୁର : ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲରେ ଏକ ବନ୍ଦ ବାକ୍ସ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Advertisment
ଜଗତସିଂହପୁର : ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲରେ ଏକ ବନ୍ଦ ବାକ୍ସ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ :  ଜଗତସିଂହପୁରରେ ଅଭାବନୀୟ ଘଟଣା । ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବନ୍ଦ ବାକ୍ସ ଭିତରକୁ ହାତଗୋଡ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବତୀଙ୍କୁ ପରିଚୟ ମିଳିପାରିନାହିଁ । ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe