କନକ ବ୍ୟୁରୋ : ଜଗତସିଂହପୁରରେ ଅଭାବନୀୟ ଘଟଣା । ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବନ୍ଦ ବାକ୍ସ ଭିତରକୁ ହାତଗୋଡ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବତୀଙ୍କୁ ପରିଚୟ ମିଳିପାରିନାହିଁ । ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁର : ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲରେ ଏକ ବନ୍ଦ ବାକ୍ସ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
/kanak/media/post_attachments/wp-content/uploads/2017/03/zz-2.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)