ରିଲିଜ୍ ହେଲା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ସିନେମା ‘ଏ ଜେନ୍ଟେଲମ୍ୟାନ୍’ର ଟ୍ରେଲର !

ରିଲିଜ୍ ହେଲା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ସିନେମା ‘ଏ ଜେନ୍ଟେଲମ୍ୟାନ୍’ର ଟ୍ରେଲର !

photo courtesy -http://www.ndtv.com

ରିଲିଜ୍ ହୋଇଛି ଆଗାମୀ ବଲିଉଡ଼୍ ସିନେମା ‘ଏ ଜେନ୍ଟେଲମ୍ୟାନ୍’ର ଟ୍ରେଲର । ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଅଭିନୀତ ଏହି ସିନେମା ଆସନ୍ତା ମାସ ୨୫ ତାରିଖରେ ରିଲିଜ୍ ହେବ । ଏହି ଦୁଇ କଳାକାରଙ୍କ ବ୍ୟତୀତ ସିନେମାରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସୁନୀଲ ସେଟ୍ଟୀ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ ନିଧିମୋରୁ ଏବଂ ଶ୍ରୀଷ୍ଣ୍ରା ଡିକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe