ମାଲକାନଗିରି : କାଳବୈଶାଖୀର ଯୋଗୁଁ ଗଛ ଉପୁଡି ୩ ଜଣ ଶିଶୁ ମୃତ

30

କନକ ବ୍ୟୁରୋ : ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ । ଅତ୍ୟଧିକ ପବନ ଫଳରେ ଗଛ ଉପୁଡି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗଛ ଉପୁଡିବା ଫଳରେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିଯାଇଛି । ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.