ଆଜି ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ! ଶ୍ରୀଗୁଣ୍ଡିଚାରେ ଲାଗିଛନ୍ତି ତିନି ରଥ

ଆଜି ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ! ଶ୍ରୀଗୁଣ୍ଡିଚାରେ ଲାଗିଛନ୍ତି ତିନି ରଥ

କନକ ବ୍ୟୁରୋ : ଶରଧାବାଲିରେ ତିନି ରଥ । ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ କାଳିଆର ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ଆଜି ଆଡବ ମଣ୍ଡପକୁ ତିନି ଠାକୁର ବିଜେ କରିବେ । ତେଣୁ ଆଜି ମଧ୍ୟ ଭକ୍ତ ରଥାରୂଢ ଜିଉଙ୍କୁ ଦର୍ଶନ କରୁଛନ୍ତି । ଏବେ ବି ଶ୍ରୀକ୍ଷେତ୍ରକୁ ଲମ୍ବିଛି ଭକ୍ତଙ୍କ ଧାଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe