କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ଚିନ୍ତା । ବିଜେଡି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ମହିଳାଙ୍କ ସହୟତା ପାଇଁ ୨୪ ଘଂଟିଆ ହେଲପ ଲାଇନ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ହେଲପ ଲାଇନ ନମ୍ବର ଶୁଭାରମ୍ଭ କରିଛନ୍ତି । ୧୮୧ ହେଲପ ଲାଇନ ନମ୍ବର ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସୁବିଧା ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp