ଘୁଂଚିଲା ସିନେମା ‘୨.୦’ର ରିଲିଜ ତାରିଖ !

ଘୁଂଚିଲା ସିନେମା ‘୨.୦’ର ରିଲିଜ ତାରିଖ !

source-google

ଘୁଂଚିଲା ସିନେମା ‘୨.୦’ର ରିଲିଜ ଡ଼େଟ । ଦିୱାଲୀରେ ପରଦାକୁ ଆସିବାର ଥିଲା ଏହି ଫିଲ୍ମ । ଏବେ ଏହି ସିନେମା ଆଗାମୀ ବର୍ଷ ଜାନୁୟାରୀ ୨୫ରେ ରିଲିଜ ହେବ । ଅଜୟ ଦେବଗନଙ୍କ ‘ଗୋଲମାଲ ଏଗେନ’ ଓ ଅମୀର ଖାନଙ୍କ ‘ସିକ୍ରେଟ ସୁପରଷ୍ଟାର’ ସିନେମା ସହିତ ରିଲିଜ ହୋଇଥାନ୍ତା । ଟକ୍କରକୁ ଏଡାଇ ସିନେମା ତାରିଖ ଘୁଂଚାଇଛି ପ୍ରଯୋଜନା ସଂସ୍ଥା । ସିନେମାେରେ ଆକ୍ସନ ତାରକା ଅକ୍ଷୟ କୁମାର ଓ ସୁପରଷ୍ଟାର ରଜନୀକାନ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe