ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ୨୮ଟି ଜିଲ୍ଲାରୁ ୧୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୩୭୮ରେ ପହଞ୍ଚିଲା ।

Advertisment
ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ୨୮ଟି ଜିଲ୍ଲାରୁ ୧୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୩୭୮ରେ ପହଞ୍ଚିଲା ।

କନକ ବ୍ୟୁରୋ : ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ରାଜ୍ୟରେ ଆଜି ଆଉ ୧୨୦୩ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ୨୮ଟି ଜିଲ୍ଲାରୁ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ  ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ଅକ୍ରାାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୩୭୮ରେ ପହଞ୍ଚିଲା । ସବୁଦିନ ପରି ଆଜି ମଧ୍ୟ ଗଜ୍ଞାମରୁ ସର୍ବାଧିକ କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜି ଗଞ୍ଜାମରୁ ସର୍ବାଧିକ ୨୫୦ , ଖୋର୍ଦ୍ଧାରୁ ୨୨୦, କଟକରୁ ୯୭, ଗଜପତିରୁ ୭୨, ସୁନ୍ଦରଗଡରୁ ୭୪, କୋରାପୁଟରୁ ୬୬, ମାଲକାନଗିରିରୁ ୬୫, ଭଦ୍ରକରୁ ୫୩, ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୦, ବରଗଡ ୧୨, ବଲାଙ୍ଗୀରରୁ ୬, ବୌଦ୍ଧରୁ ୩, ଦେବଗଡରୁ ୮, ଜଗତସିଂହପୁରୁ ୮, ଯାଜପୁର ୪୬, କଳାହାଣ୍ଡିରୁ ୪, କନ୍ଧମାଳ୧୪,କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୧୧, ମୟୂରଭଞ୍ଜରୁ ୧୬, ନବରଙ୍ଗପୁର ୪, ନୟାଗଡ ୨୪, ପୁରୀ ୯, ରାୟଗଡା ୪୫, ସମ୍ବଲପୁର ୪୦, ସୋନପୁର ୪ ଚିହ୍ନଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe