Browsing Category

ନିର୍ବାଚନ ଖବର

ଆଜି ବିଜେଡି ବିଧାୟକ ଦଳ ବୈଠକ। ନେତା ଭାବେ ନିର୍ବାଚିତ ହେବେ ନବୀନ। ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ…

କନକ ବ୍ୟୁରୋ: ଆଜି ବସିବ ବିଜେଡି ବିଧାୟକ ଦଳର ବୈଠକ । ନବନିର୍ବାଚିତ ୧୧୨ ବିଧାୟକଙ୍କ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଯିବ । ଏହାପରେ ନବୀନ ରାଜଭବନ ଯାଇ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଦାବି ଉପସ୍ଥାପନ କରିବେ ।…
Read More...

କୋରାପୁଟରେ ‘ନୋଟା’ ହେଲା ନିର୍ଣ୍ଣାୟକ: ଲୋକସଭା ଓ ୫ଟି ଯାକ ବିଧାନସଭାରେ ବିଜୟ ବ୍ୟବଧାନଠୁ ପଡ଼ିଲା ଅଧିକ ଭୋଟ;…

କନକ ବ୍ୟୁରୋ: ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ମାତ୍ର ୩୬୧୩ ଖଣ୍ଡ ଭୋଟରେ ହାରିଗଲେ। କିନ୍ତୁ ଏହି କୋରାପୁଟ ଲୋକସଭା ଆସନରେ ନୋଟା ପାଇଛି ୩୬,୫୬୧ ଭୋଟ। ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ପ୍ରଭୁ ଜାନୀ ଅଳ୍ପକେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯିବେ। ଏଠାରେ କଂଗ୍ରେସ…
Read More...

କିଏ ହେବେ ଅସ୍ଥାୟୀ ବାଚସ୍ପତି? ତାଲିକାରେ ୧୪ ବରିଷ୍ଠ ବିଧାୟକଙ୍କ ନାଁ; ପ୍ରମିଳା, ପ୍ରଫୁଲ୍ଲ ଓ ସୁରଙ୍କ ନାମ ବି ସାମିଲ

କନକ ବ୍ୟୁରୋ: ପଞ୍ଚମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ବିଜୁ ଜନତା ଦଳ। ୨ଦିନ ପରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏହି ଉତ୍ସବର ଅଳ୍ପ ଦିନ ଭିତରେ…
Read More...

ପ୍ରତିଶୃତି ପାଳନ କରିବେ ନବୀନ । ଶପଥ ଗ୍ରହଣ ଦିନ ମିଳିବ କାଳିଆ ଟଙ୍କା

କନକ ବ୍ୟୁରୋ : ରାଜଭବନରେ ନୁହେଁ। ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥି ପାଇଁ ବଛାଯାଇଛି ପ୍ରଦର୍ଶନୀ ପଡ଼ିଆ। ସେଠାରେ ଚାଲିଛି ଜୋରଦାର ପ୍ରସ୍ତୁତି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ସଚିବାଳୟରେ ଆୟୋଜନ ହେବ…
Read More...

ଦାମ ରାଉତଙ୍କ ପରାଜୟ ନେଇ ପ୍ରତିକ୍ରିୟା ରଖିଲେ ପୁଅ ସମ୍ବିତ ରାଉତରାୟ । କହିଲେ, ଯିଏ ଛାଡିବ ବିଜେଡି ହାତ, ତାକୁ…

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ହାରିଥିବା କିଛି ହେବିୱେଟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ବାଲିକୁଦା-ଏରସମାରୁ ବିଜେପି ଟିକେଟରେ ଲଢିଥିବା ଦାମ ରହିଛନ୍ତି ତୃତୀୟ ସ୍ଥାନରେ । ତେବେ କାହିଁକି ହାରିଲେ ଦାମ, ଏନେଇ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପଚରାଯିବାରୁ…
Read More...

ଚଳିତ ନିର୍ବାଚନରେ ବି କମାଲ କଲେ କ୍ରୀଡାବିତ୍: ଲୋକସଭା ଗଲେ ୬ ଖେଳାଳି ଓ ଖେଳ ପ୍ରଶାସକ

କନକ ବ୍ୟୁରୋ: ସପ୍ତଦଶ ଲୋକସଭାକୁ ତିନି ଜଣ ଲେଖାଏଁ ଖେଳାଳି ଓ ଖେଳ ପ୍ରଶାସକ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନ ଜିତିଥିବା ଖେଳାଳିମାନେ ହେଲେ ପୂର୍ବୀ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକଟରୁ ଲଢିଥିବା କ୍ରିକେଟର ଗୌତମ ଗମ୍ଭୀର, ରାଜସ୍ଥାନ (ଗ୍ରାମୀଣ) ଆସନରୁ ଲଢିଥିବା କେନ୍ଦ୍ର…
Read More...

କାମ ଦେଲାନି ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦି ଲହର। କାମ ଦେଲା ନବୀନଙ୍କ ପ୍ରାର୍ଥୀ ପରିବର୍ତ୍ତନ ରଣନୀତି। ଅନୁଗୁଳର…

କନକ ବ୍ୟୁରୋ: କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର। ବିଜେଡି ସୁପ୍ରିମୋ ନବୀନଙ୍କ ଯାଦୁ କିନ୍ତୁ କାମ ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳରେ ଗତ ଦୁଇଟି ନିର୍ବାଚନ ଭଳି ଏଥର ବି ବିଜେପି ଖାତା ଖୋଲି ପାରି ନାହିଁ। ଅନୁଗୁଳ ଜିଲ୍ଲାର…
Read More...

ପ୍ରମୁଖ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ ! ଅଧିକାଂଶ ଆସନରେ ତୃତୀୟ, ଚତୁର୍ଥ ସ୍ଥାନକୁ ଖସିଲେ ପ୍ରାର୍ଥୀ; ଏକ…

କନକ ବ୍ୟୁରୋ: ପଞ୍ଚଦଶ ବିଧାନସଭାରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଥିଲା କଂଗ୍ରେସ ଦଳ। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ମାଟି କାମୁଡ଼ିଛି। ନିର୍ବାଚନ ଫଳାଫଳ ଆସିବା ଦିନକ ଆଗରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହାତ ଟେକି ଦେଇଥିଲେ। ପୂର୍ବାନୁମାନ କରିଥିଲେ, ଦଳର…
Read More...

ବିଜୟୀ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ : ଗୁଜରାଟରେ ଅଧିକ, ଉତ୍ତର ପ୍ରଦେଶରେ କମ୍

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସି. ଆର୍. ପାଟିଲ ବିଜୟଲାଭ କରିଛନ୍ତି। ସେ ଗୁଜରାଟର ନବସାରି ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬ ଲକ୍ଷ ୮୯ ହଜାର ଭୋଟରେ ପରାଜିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ଅନୁଷ୍ଠିତ ସମସ୍ତ…
Read More...

ସରିଲା ମହାଯୁଦ୍ଧ, ଆସିଲା ଫଳାଫଳ। ବଦଳିଗଲା ରାଜ୍ୟ ରାଜନୀତିର ଚିତ୍ର। କଂଗ୍ରେସ ମୂଳପୋଛ, ଲାଭରେ ବିଜେପି। ବିଜେଡିର ଦୁଇ…

କନକ ବ୍ୟୁରୋ: ସରିଲା ୨୦୧୯ ନିର୍ବାଚନ ମହାଯୁଦ୍ଧ । ସବୁ ଫଳାଫଳ ବି ପ୍ରକାଶ ପାଇ ସାରିଛି। ପୁରୀ ଜିଲ୍ଲାରେ ଲୋକଙ୍କଠାରୁ ଦୂରେଇ ଯାଇଥିବା କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଯାଇଛି। ବିଜେପି କିନ୍ତୁ ବେଶ ଅଭିବୃଦ୍ଧି କରିଛି। ବିଜେଡି ପାଇଁ ବି ସହଜ ସ୍ଥିତି ଆଉ ନାହିଁ। ବିଜେଡିର ଦୁଇ ବଡ଼…
Read More...