ନବୀନଙ୍କ ‘ସରପ୍ରାଇଜ’ ପଲିଟିକ୍ସ । ଦିଲ୍ଲୀ ବୁଝିପାରିଲାନି, ରାଜଧାନୀ ରାଜନୀତି । ଆଗକୁ କଣ?

ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସାଂସଦଙ୍କ ପାଇଁ ଯେତେବେଳେ ହ୍ୱିପ ଜାରି କରାଯାଉଥିଲା, ସେତେବେଳେ ହୁଏତ ବହୁତ ଖୁବ କମ ରାଜନୈତିକ ବିଶେଷଜ୍ଞ ଆକଳନ ଲଗାଇଥିବେ ଯେ, ସଂସଦର ଉଚ୍ଚ ସଦନରେ ଦଳ ଚାଷୀ ବିଲକୁ ବିରୋଧ କରି ନିଜ ମତ ରଖିବ । ଯଦିଓ ଦିନକ ଆଗରୁ ସିବିଆଇ ରେଡକୁ ନେଇ…

ବିଜେପୁର ପାଇଁ ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ । ବହୁ କସରତ ପରେ ପ୍ରାର୍ଥୀ ଘୋଷଣା । କିଏ ସହିବ କ୍ଷତି, କିଏ ପାଇବ…

ଶେଷରେ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗାଏସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଦଳ ମୈଦାନକୁ ଆଣିଛି । ପ୍ରଥମରୁ ପ୍ରଣୟ ସାହୁଙ୍କୁ ନେଇ ଏକପ୍ରକାର ନିଷ୍ପତ୍ତି ହୋଇଥିବା ବେଳ ଶେଷ ମୁହୁର୍ତ୍ତରେ ରିପୁନାଥ ସେଠଙ୍କ ନାଁ ଆଣି କଳି ମଂଜି ପୋତାଯାଇଥିଲା ।…

ବିଶ୍ୱବିଜୟୀ ହେବା ପରେ ଜୁନିୟର୍ ଟିମକୁ ଶୁଭେଚ୍ଛାର ସୁଅ । ବିସିସିଆଇର ପୁରସ୍କାର ଘୋଷଣା, କ୍ରିକେଟ କିମ୍ବଦନ୍ତୀଙ୍କ ସହ…

ଚତୁର୍ଥଥର ପାଇଁ ଅଣ୍ଡର ୧୯ ବିଶ୍ୱକପ କ୍ରିକେଟ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ନ୍ୟୁଜିଲାଣ୍ଡରେ ହୋଇଥିବା କ୍ରିକେଟର ଏହି ମହାକୁମ୍ଭରେ ଅପରାଜେୟ ରହି ଟାଇଟଲ ହାସଲ କରିଛି ଜୁନିୟର୍ ଟିମ୍ ଇଣ୍ଡିଆ । Absolutely thrilled by the stupendous…

କେଉଁ ମୁଦ୍ଦା ନେଇ ଲଢାଯିବ ବିଜେପୁର ଉପ-ନିର୍ବାଚନ? ଭୋଟର ଚାହୁଁଛି କଣ । ବିକାଶ ବନାମ ପ୍ରତିଶ୍ରୁତିର ଲଢେଇ ।

ବିଜେପୁର ଉପନିର୍ବାଚନରେ ବିକାଶ ଏକ ମୁଖ୍ୟ ମୁଦ୍ଦା ହେବ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ ରଖି ଉଭୟ ବିଜେପି ଓ ବିଜେଡି ଗୋଟିଚାଳନା କରିବାରେ ବ୍ୟସ୍ତ । ନବୀନ ଗୋଟିଏ ପରେ ଗୋଟିଏ ଘୋଷଣା କରୁଥିବା ବେଳେ ବରଗଡରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଧର୍ମେନ୍ଦ୍ର ମଧ୍ୟ ରାଜ୍ୟକୁ ଚିଠି ଲେଖି ଜମି…

ବିଜେପୁର ପାଇଁ ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାର୍ଥୀ । ୨ ତାରିଖରେ ନାମାଙ୍କନ ଭରିବା ସମ୍ଭାବନା । ବିଜେଡିକୁ…

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି । ଦଳର ନିର୍ବାଚନ କମିଟି ସଂପାଦକ ଜେ.ପି. ନଡ୍ଡା, ଅଶୋଙ୍କ ନାଁକୁ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ଅଶୋକ…

ବିଜେପୁର ପାଇଁ କାହାର ଚାଲ୍ କଣ? କାହାକୁ ନେଇ କିଏ ଖେଳୁଛି ଚାଲ୍, କିଏ ଆଗରେ କିଏ ପଛରେ? ପଢନ୍ତୁ ପୁରା ବିଶ୍ଳେଷଣ ।

ସାମ୍ପ୍ରତିକ ପରିସ୍ଥିତିରେ, ବିଜେପୁର ଉପ-ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ । ୨୦୧୯ ନିର୍ବାଚନ ଆଗରୁ ଏହା ହେବ ସେମିଫାଇନାଲ । କେଉଁ ଦଳର ଲୋକପ୍ରିୟତା କେତେ ଏବଂ ଲୋକଙ୍କ ମନରେ କଣ ଅଛି, ତାର ପରୀକ୍ଷା ପାଇଁ ଏକ ମାଧ୍ୟମ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ ।…