ମୁଖ୍ୟମନ୍ତ୍ରୀଙ୍କ ପାଟିର ‘ଆପଣ ଖୁସି ତ !’ ଏବେ ଭାରି ଲୋକପ୍ରିୟ : ନେଲା ଓଡିଆ ରାପ୍ ର ରୂପ

ପୂର୍ବରୁ ଆମେ ଅନେକ ହିନ୍ଦି ଗୀତର ରାପ୍ ଦେଖି ସାରିଛନ୍ତି । ଓଡ଼ିଆ ଗୀତକୁ ନେଇ ରାପ୍ ହୋଇଥିବା କଥା ପ୍ରାୟ ବିରଳ । ନିକଟରେ ସୋସିଆଲ୍ ମିଡିଆରେ ଛାଇବାରେ ଲାଗିଛନ୍ତି ଓଡ଼ିଆ ପୁଅ ସମୀର ରିଷୁ ମହାନ୍ତି। ସମୀର ପୂର୍ବରୁ ଓଡ଼ିଆ ଗୀତ ‘ବୋଉ’, ‘ମୁଁ ହେଲି ଓଡ଼ିଆ’ ଆଦି ଶୀର୍ଷକରେ ରାପ୍ କରି…

୯ ଟଙ୍କାରେ ଡାଲି, ୧୮ ଟଙ୍କାରେ ସୁଜି । ଏଠି ଶସ୍ତାରେ ମିଳୁଛି ଘରୋଇ ସାମଗ୍ରୀ

ଖାଇବା ପିଇବା ସାମଗ୍ରୀ ହେଉ କିମ୍ବା ଘରର ସାଜସଜ୍ଜା ଜିନିଷ, ଅନଲାଇନ ସପିଙ୍ଗ ଦ୍ୱାରା ଗ୍ରାହକଙ୍କୁ ଶସ୍ତାରେ କିଣିବାକୁ ସୁଯୋଗ ମିଳିଯାଉଛି । ଏମିତି ଏକ ସୁଯୋଗ ବିଗ୍ ବାସ୍କେଟ, ଗ୍ରୋଫର୍ସ ଓ ପେଟିଏମ୍ ମଲ୍ ଦେଉଛି । ଏଥିରେ ଗ୍ରାହକ ବହୁତ କମ୍ ମୂଲ୍ୟରେ ତେଲ, ଡାଲି, ଚିନିର କମ୍ବୋ ପ୍ୟାକ୍…

ବିବାହ ମଣ୍ଡପରେ ମଦ୍ୟପ ବରକୁ ବାହା ହେବାକୁ ମନା କଲା କନ୍ୟା, ପୁଲିସ ଡାକି କରାଇଲା ଗିରଫ

ବାହାଘର ବେଶ୍ ଧୁମଧାମରେ ହେବ ବୋଲି ଜଣା ପଡୁଥିଲା। କନ୍ୟା ବି ପ୍ରସ୍ତୁତ ଥିଲା। ହେଲେ ଯେତେବେଳେ ବର କନ୍ୟା ଘରେ ପାଦ ଦେଲେ, ସେତେବେଳେ କନ୍ୟା ଜାଣିପାରିଲା ଯେ ଭାବି ସ୍ୱାମୀ ମଦ୍ୟପାନ କରିଛନ୍ତି। ଭାବି ସ୍ୱାମୀ ଜଣେ କନେଷ୍ଟବଳ। ଏହାପରେ ପୁଲିସ ମଦ୍ୟପ କନେଷ୍ଟବଳକୁ ଗିରଫ କରିଥିଲା।…

ଓଡିଶାର କିଛି ସ୍ୱାଧୀନତା ସଂଗ୍ରାମୀ ; ଯାହାଙ୍କ ପ୍ରେରଣାରେ ଓଡିଶାବାସୀଙ୍କ ମନରେ ଜଳି ଉଠିଥିଲା ଇଂରେଜ ବିରୋଧୀ ନିଆଁ 

ଜୟୀ ରାଜଗୁରୁ :  ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କ ଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶ ପତ୍ର ପଠାଇଥିଲେ ଜୟୀ ରାଜଗୁରୁ  । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରା : ବହୁବାର ଓଡିଶା ଆସି ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଇଥିଲେ ପ୍ରେରଣା

ମହାତ୍ମା ଗାନ୍ଧୀ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ଓଡିଶାକୁ ଅନେକ ଥର ଆସିଛନ୍ତି । ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ…

ଓଡିଶାକୁ ଏସୀୟ ଅଭିଯାନ ଯାତ୍ରାରେ ସାମିଲ କରିବ ବିଦେଶୀ କ୍ରୁଜ୍ : ଗଣତନ୍ତ୍ର ଦିବସରେ ଓଡିଶାର ପାରାଦୀପ ବନ୍ଦରରେ…

ଏଥର ସାଧାରଣତନ୍ତ୍ର ଦିବସ ଓଡିଶା ପାଇଁ ଏକ ନୂଆ ଐତିହାସିକ ମୁହୂର୍ତ୍ତ ହେବ । ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ବିଳାସପୂର୍ଣ୍ଣ ଯାତ୍ରୀ ଜାହାଜ ଉପକୂଳ ଓଡିଶାରେ ପହଂଚିବ, ଯାହା ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବ । ମୋନାକୋ ସହରର ବିଳାସପୂର୍ଣ୍ଣ ବିଦେଶୀ କ୍ରୁଜ୍…