ହିମାଚଳ ମଣ୍ଡି ଆସନରେ ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୭୦ ହଜାର ଭୋଟ ଆଗରେ ।

Advertisment
ହିମାଚଳ ମଣ୍ଡି ଆସନରେ ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୭୦ ହଜାର ଭୋଟ ଆଗରେ ।

କନକବ୍ୟୁରୋ: ଆଜି ସାରା ଦେଶରେ ବିଜେପିର ଦବଦବା ଦେଖିବାକୁ ମିଳିଛି । ଅନେକ ରାଜ୍ୟରେ ବିଜେପି ଆଗୁଆ ରହିଥିବା ବେଳେ ହିମାଚଳ ମଣ୍ଡି ଆସନରେ ବିଜେପି ଆଗୁଆ ରହିଥିବା ଦେଖିବାକୁ ମିଳିଛି । ପ୍ରଥମ କରି ସେ ମଇଦାନରେ ନିର୍ବାଚନ ଲଢୁଥିବା ବେଳେ ସେ ୭୦ ହଜାର ଭୋଟ ରେ ଆଗୁଆ ଅଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe