କନକବ୍ୟୁରୋ : ସ୍କୁଲ ପରେ ଏବେ ଡାକ୍ତରଖାନାକୁ ଆସିଲା ଧମକ । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଆସିଛି ଇମେଲ । ଘଟଣା ପରେ ବିଭିନ୍ନ ସ୍ଥାନରେ କୋକୁଆ ଭୟ ଦେଖାଦେଇଛି ।ମଙ୍ଗଳବାର ସକାଳୁ ସୂଚନା ଅନୁସାରେ ଦୀପଚାନ୍ଦ ବନ୍ଧୁ, ଜିଟିବ, ଦାଦା ଦେବ, ଘରୋଇ ଡାକ୍ତରଖାନାକୁ ଧମକ ପୂର୍ଣ୍ଣ ଇମେଲ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ ତିହାର ଜେଲ ପ୍ରଶାସନ ଅଫିସିଆଲ ଇମେଲକୁ ଆସିଛି ଧମକ ପୂର୍ଣ୍ଣ କଲ ।
ସ୍କୁଲ ପରେ ଦିଲ୍ଲୀ ଡାକ୍ତରଖାନାକୁ ମିଳିଲା ଧମକପୂର୍ଣ୍ଣ ଇମେଲ । ବୋମାରେ ଉଡ଼ାଇବା ଧମକ ପାଇ ପୁଲିସର ଛାନଭିନ । ଛାନିଆରେ ଡାକ୍ତରଖାନା କର୍ମଚାରୀ,ରୋଗୀ ।
/kanak/media/post_attachments/wp-content/uploads/2024/05/30-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)