ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍:ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ।

Advertisment
ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍:ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ।

କନକବ୍ୟୁରୋ: ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ରେର୍କଡ ହୋଇଛି । ସୁରୁଖୁରରେ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଅସ୍ୱାଭିବକ ପରିସ୍ଥିତି ଦେଖାଦେଇଥିଲା ।ବାଲେଶ୍ୱର ୬୧.୯୪ ପ୍ରତିଶତ ହୋଇଥିବା ବେଳେ ଭଦ୍ରକରେ ୫୬.୬୮ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁର ରେ ୬୪.୩୧ ପ୍ରତିଶତ ,ଯାଜପୁର ୬୨.୯୨ ପ୍ରତିଶତ ,କେନ୍ଦ୍ରାପଡା ୫୯.୮୯ ପ୍ରତିଶତ ମୟୁରଭଂଜ ୬୩.୯୭ ପ୍ରତିଶତ ମତଦାନ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe