ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କିରୋସିନ ଢାଳି ସ୍ୱାମୀକୁ ଜାଳିଦେଲା ସ୍ତ୍ରୀ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଅବସରପ୍ରାପ୍ତ ବନ କର୍ମଚାରୀ

କନକ ବ୍ୟୁରୋ: ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ । ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଭାବେ ଆହତ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରମାକାନ୍ତ ସାଉଁଟିଙ୍କ ୩ବର୍ଷର ଝିଅ କ୍ରିଷ୍ଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe