ପାଜେରା ଓ ସଂପତି ନେଇ ପୁଣି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଟାର୍ଗେଟ୍ କରିଛି ବିଜେପି । ଲୋନରେ ବାଇକ୍ କିଣିଥିବା ବ୍ୟକ୍ତି ଏତେଗୁଡ଼ିଏ କଂପାନୀର ମାଲିକ କେମିତି ହେଲେ ବୋଲି ପ୍ରଶ୍ନ କରିଛି ବିଜେପି । ରାଜନୈତିକ ପ୍ରତିପତି ଆଳରେ ମନ୍ତ୍ରୀ ଜାଲିଆତି କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।
ବଢୁଛି ପାଜେରୋ ବିବାଦ : ସଂଜୟ ଦାସବର୍ମାଙ୍କୁ ପୁଣି ବିଜେପିର ଟାର୍ଗେଟ
/kanak/media/post_attachments/wp-content/uploads/2016/04/BJP-press-meet.png)