ଗୁଜୁରାଟ ଗାନ୍ଧୀନଗର ଆସନରୁ ବିଜୟୀ ହେଲେ ଅମିତ ଶାହା ,ବହୁ ଭୋଟରେ ପରାଜୟ କଲେ କଂଗ୍ରେସ ପ୍ରାର୍ଥଙ୍କୁ ।

ଗୁଜୁରାଟ ଗାନ୍ଧୀନଗର ଆସନରୁ ବିଜୟୀ ହେଲେ ଅମିତ ଶାହା ,ବହୁ ଭୋଟରେ ପରାଜୟ କଲେ କଂଗ୍ରେସ ପ୍ରାର୍ଥଙ୍କୁ ।

କନକ ବ୍ୟୁରୋ :ଉତ୍ତପ୍ରଦେଶ ଅମିତ ଶାହା ଗାନ୍ଧିନଗର ଲୋକସଭା ଆସନରେ ବିଜୟୀ ହୋଇଛନ୍ତି । ପୁରା ୩୫ ବର୍ଷ ହେବ ଗୁଜୁରାଟର ଗାନ୍ଧିନଗର ଗଡ ପାଲଟିଛି ବିଜେପିର । ପ୍ରଥମେ ଏହା ଲାଲକୃଷ୍ଣ ଆଡଭାନୀଙ୍କ ହୋଇଥିବା ବେଳେ ଏବେ ଏହା ଅମିତ ଶାହାଙ୍କ ଗଡ ପାଲଟିଛି । ନିବାଚନ ଫଳାଫଳ ଅନୁଯାୟୀ ଅମିତ ଶାହାଙ୍କ ନିକଟତମ ପ୍ରତିନ୍ଦନ୍ଦୀ ସୋନାଲ ରମନଭାଇ ପଟେଲଙ୍କୁ ୭ଲକ୍ଷ ୪୪ହଜାର ୭୧୬ ଭୋଟରେ ପରାଜୟ କରିଛନ୍ତି । ଯଦି ଆମେ ୨୦୧୯ କଥା ଦେଖିବା ତେବେ ମଧ୍ୟ ଅମିତ ଶାହା ୫ଲକ୍ଷ ଭୋଟ ରେ ବିଜୟୀ ଲାଭ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe