କନକବ୍ୟୁରୋ:ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ୨୧ ଦିନିଆ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ । ଅରବିନ୍ଦ ପାଢୀ ୨୦୧୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଆଇଏସ ଅଧିକାରୀଙ୍କ ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇବେ । ଆଗକୁ ରଥଯାତ୍ରାର ଦାୟିତ୍ୱ କିଭଳି ଶାନ୍ତିଶୃଙ୍ଖଳାରେ ହେବ ତାହା ଧ୍ୟାନ ଦେବେ ।
ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ଦାୟିତ୍ୱ । ବୀର୍ ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ମ୍ରୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବେ କୃଷି ବିଭାଗ ପ୍ରମୁଖ ସଚିବ ।
/kanak/media/post_attachments/wp-content/uploads/2024/05/37-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)