ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।

ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ପରେ ଯୁବକଙ୍କୁ କାବୁ କଲେ ଲୋକେ । ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡଛି । ଗଞ୍ଜାମ ଖଲିକୋଟ ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହାତରେ ବନ୍ଧୁକ ଧିରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିଲେ । ପରେ ଲୋକେ ତାଙ୍କୁ କାବୁ କରି ସ୍ଥାନୀୟ ଭେଜିପୁଟ ଫାଣ୍ଡିକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ପରେ ଏହା ନକଲି ବୋଲି ଜଣାପଡିଛି । ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe