କନକ ବ୍ୟୁରୋ: କଟକରେ ଫୁଟିଲ ଗୁଳି । ଗୁଳିମାଡରେ ଜଣେ ଯୁବକର ମୃତ୍ୟୁ ହୋଉଛି । ସୁଭଦ୍ରାପୁର ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ୨ ଜଣ ଦୁବୃର୍ତ୍ତ ଆସି ଗୁଳିମାଡ କରିଥିବା ଜଣାପଡିଛି । ଏବେ ଯାଏ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ସଦର ଥାନା ପୁଲିସ ତଦନ୍ତ ଜାରିରଖିଛି ।
କଟକ ସୁଭଦ୍ରାପୁରରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ। ପୁଲିସର ତଦନ୍ତ ଜାରି
Advertisment
Follow Us