କନକ ବ୍ୟୁରୋ : କୂଅରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ରାଜଧାନୀର ନୟାପଲ୍ଲୀ ବେହେରା ସାହିର ଘଟଣା । ମୃତ ଯୁବକଙ୍କ ନାଁ ପ୍ରଭାତ ଦାସ । ସେ କିପରି କୂଅରେ ପଡ଼ିଲେ ଜଣାପଡ଼ି ନାହିଁ । ତେବେ ନିଶା ପ୍ରଭାବରେ ସେ କୂଅରେ ପଡ଼ିଯାଇଥିଲେ ବୋଲି ସନ୍ଦେହ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ତାଙ୍କୁ କୁଅରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନ୍ତାନ୍ତର କରାଯାଇଥିଲା, ହେଲେ ତାଙ୍କ ଜୀବନ ବଂଚାଯାଇ ପାରି ନଥିଲା ।
କୂଅରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ : ନୟାପଲ୍ଲୀ ବେହେରା ସାହିର ଘଟଣା
/kanak/media/post_attachments/wp-content/uploads/2022/10/vlcsnap-2022-10-22-08h37m22s290.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)