ଦିନକ ଭିତରେ ୨ ଥର ସିବିଆଇରେ ହାଜର ହେଲେ ଯୁବ କଂଗ୍ରେସ ସଭାପତି । ଚିଟଫଣ୍ଡ ଲିଙ୍କରେ ରଜତ ଚୌଧରୁୀଙ୍କୁ ଜେରା କରୁଛି ସିବିଆଇ । ଚିଟଫଣ୍ଡ ଲିଙ୍କ ନେଇ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ପାଖାପାଖି ୩ଘଂଟା ଧରି ଜେରା କରିଥିଲା ସିବିଆଇ । ଅର୍ଥତତ୍ୱ ଟିଚଫଣ୍ଡ ଠକେଇ ମାମଲାରେ ରଜତ ଚୌଧୁରୀଙ୍କୁ ଗତକାଲି ପ୍ରାୟ ୪ ଘଂଟା ଧରି ଜେରା କରିଥିଲା ସିବିଆଇ । ଏବେ ପୁଣି ଥରେ ସେ ସିବିଆଇରେ ହାଜର ହୋଇଛନ୍ତି । ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ପୂର୍ବରୁ ମଧ୍ୟ ରଜତଙ୍କୁ ଜେରା କରାଯାଇଥିଲା ।
ଦିନକ ଭିତରେ ୨ ଥର ସିବିଆଇରେ ହାଜର ହେଲେ ଯୁବ କଂଗ୍ରେସ ସଭାପତି
/kanak/media/post_attachments/wp-content/uploads/2016/04/vlcsnap-2016-04-26-13h38m25s706.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)