କନକ ବ୍ୟୁରୋ: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାର ଅଞ୍ଜନ ପାଢୀ କିଛି ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ ଟଙ୍କା ଫେରାଇବାକୁ ବାରମ୍ବାର କହୁଥିଲେ । ଫଳରେ କାଲି ରାତିରେ ତାଙ୍କ ଘରେ ପଶି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
କାଳ ହେଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି ।
/kanak/media/post_attachments/wp-content/uploads/2023/11/attack.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)