ବଡ ଭଉଣୀ ପାଇଁ ସାନ ଭଉଣୀଙ୍କ ପ୍ରଚାର । ଆସ୍କା ସାନଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସାନ ଭଉଣୀ ।

Advertisment
ବଡ ଭଉଣୀ ପାଇଁ ସାନ ଭଉଣୀଙ୍କ ପ୍ରଚାର । ଆସ୍କା ସାନଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସାନ ଭଉଣୀ ।

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ, ଜୋରଦାର ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର । କେବଳ ପ୍ରାର୍ଥୀ କାହିଁକି ତାଙ୍କ ସମ୍ପର୍କୀୟ ବି ଏବେ ମୈଦାନରେ କରୁଛନ୍ତି ପ୍ରଚାର । ଆସ୍କା ସାନଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ପାଇଁ ପ୍ରଚାର କରୁଛନ୍ତି ସାନ ଭଉଣୀ ଶାନ୍ତିପ୍ରିୟା । ୨୨ ବର୍ଷିୟା ଶାନ୍ତିପ୍ରିୟା ଗିତାଞଳି ଦେବୀ ଗାଁ କୁ ଗାଁ ଯାଇ ଭୋଟରଙ୍କୁ ଭେଟିବା ସହ ନିଜ ବଡ ଭଉଣି ସୁଲକ୍ଷଣାଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । କଲେଜ ପାଠପଢାରୁ ଛୁଟି ନେଇ ପ୍ରଚାର କରୁଛନ୍ତି ଶାନ୍ତିପ୍ରିୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe