କନକ ବ୍ୟୁରୋ : ଭାଇର ତୀର ମାଡରେ ଭାଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ଦୁଡୁ ଗାଁରେ । ଏହି ଗ୍ରାମର ରାଜଶ୍ରୀ ବେହେରା ନାମକ ଜଣେ ଯୁବକ ମଦ୍ୟପାନ କରି ଭାଇ ମୁନା ବେହେରାକୁ ତୀର ମାଡ ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
କେନ୍ଦୁଝର ଆନନ୍ଦପୁର ଗାଁରେ ଅଭାବନୀୟ ଘଟଣା : ଭାଇର ତୀର ମାଡରେ ଭାଇ ଗୁରୁତର
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)