କନକ ବ୍ୟୁରୋ : ମୋବାଇଲ୍ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଧମକ । ଘଟଣା ଘଟିଛି ବାଙ୍କୀ ଡମପଡ଼ରା ନିକଟରେ । କେଉଁ କାରଣରୁ ଏପରି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପହଂଚିଛନ୍ତି ଅଗ୍ନିଶମ ଅଧିକାରୀ । ଯୁବକ ଜଣଙ୍କ ସ୍ଥାନୀୟ ଅଂଚଳର ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆତ୍ମହତ୍ୟା ଉଦ୍ୟମ କରୁଥିବାର ଏକ ଚିଠି ହସ୍ତଗତ ହୋଇଛି ।
ମୋବାଇଲ୍ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
/kanak/media/post_attachments/wp-content/uploads/2022/02/30-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)