ପଯୋଜକ ୟସ୍ ପଟ୍ଟନାୟକ

Advertisment
ପଯୋଜକ ୟସ୍ ପଟ୍ଟନାୟକ

ମାୟାନଗରୀ ମୁମ୍ବାଇ  । ଏହି ମାୟାନଗରୀର ସବୁଠାରୁ ବଡ ଆଟ୍ରାକ୍ସନ୍ ହେଉଛି ବଲିଉଡ୍  । ଆଉ ଏହାର ମାୟାରେ ବାୟା ହୋଇ ସମଗ୍ର ଦେଶରୁ ହଜାର ହଜାର ଲୋକ ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥାନ୍ତି ମୁମ୍ବାଇ । କିନ୍ତୁ ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ସ୍ୱପ୍ନ ପୁରା ହୋଇ ନଥାଏ  । ହେଲେ ଆଜି ଆମର ଯିଏ ବିଜ୍ନେସ୍ ଲିଡର୍ , ତାଙ୍କ କାହାଣୀ ଟିକିଏ ନିଆରା  । ୧୯୯୫ରେ ଯେତବେଳେ ତାଙ୍କ ବୟସ ହୋଇଥିଲା ୨୧ ସେତେବେଳେ ସେ ଭୁବନେଶ୍ୱରରୁ ଚାଲି ଆସିଥିଲେ ମୁମ୍ବାଇ  । ତେବେ ଏହା ଭିତରେ କଟି ଯାଇଛି ଦୀର୍ଘ ୨୧ ବର୍ଷ  । ଆଉ ଏହି ୨୧ ବର୍ଷ ଭିତରେ ସେ ପହଂଚି ସାରିଛନ୍ତି ସଫଳତାର ଶୀର୍ଷରେ  । ତେବେ ଆଜିର ଏପିସୋଡ୍ରେ ତାଙ୍କ ମୁହଁରୁ ଶୁଣିବା ତାଙ୍କ ସଫଳତାର କାହାଣୀ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe