କନକ ବ୍ୟୁରୋ: ଇସମାଇଲ ହାନିୟାଙ୍କ ହତ୍ୟା ପରେ ହମାସର ଶୀର୍ଷ ନେତା ଭାବେ ଦାୟିତ୍ୱ ନେଲେ ୟାହ୍ୟା ସିନଓ୍ୱାର। ଦାୟିତ୍ୱ ନେବା ପରେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି ହାୟା।
୨୦୧୭ରେ ହମାସ ସହ ଯୋଡ଼ି ହୋଇଥିଲେ ସିନଓ୍ୱାର। ଏକ ଶରଣାର୍ଥୀ ଶିବିରରେ ୟାହ୍ୟା ସିନଓ୍ୱାରଙ୍କ ଜନ୍ମ ହୋଇଥିଲା। ଯୁବାବସ୍ଥାରୁ ସେ ଇସ୍ରାଏଲ ବିରୋଧୀ ନୀତି ଗ୍ରହଣ କରିଛନ୍ତି। ଏବେ ସେ ହମାସ ରାଜନୈତିକ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ସେପଟେ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଇସ୍ରାଏଲ। ହମାସ ଓ ହିଜବୁଲ୍ଲା ଇରାନକୁ ସମର୍ଥନ କରୁଛନ୍ତି।
Follow Us