କନକ ବ୍ୟୁରୋ: ଜିମେଲ୍ ବନ୍ଦ ହେବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲନ୍ ମସ୍କ ଗୁଗଲର ଜିମେଲ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ୍ସ ମେଲ୍ ନାମକ ଏକ ନୂତନ ଇମେଲ୍ ସେବା ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଜିମେଲ୍ ସେବା ବନ୍ଦ ହେବାର ପ୍ରଚାର ନେଇ ଯେତେବେଳେ ଏକ୍ସର ଇଞ୍ଜିନିୟରିଂ ଏବଂ ସୁରକ୍ଷା ଦଳର ସଦସ୍ୟ ନାଟ୍ ମ୍ୟାକଗ୍ରେଡି ଏଲନ ମସ୍କଙ୍କୁ ପଚାରିଥିଲେ, ସେ କହିଥିଲେ ଯେ, ଖୁବ୍ ଶୀଘ୍ର ଏକ୍ସ ମେଲ୍ ଆସିବାକୁ ଯାଉଛି ।
ଜିମେଲ୍ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ଏକ୍ସମେଲ୍ ! ଜବାବ ଦେଲେ ଏଲନ ମସ୍କ ।
Advertisment
Follow Us