କନକ ବ୍ୟୁରୋ: ବିଶ୍ୱ ବାୟୁମାନ ସୂଚକାଙ୍କ ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୁଷିତ ୧୦ ସହର ମଧ୍ୟରେ ଭାରତର ୮ଟି ସହର ରହିଛି । ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ୬୬୯ ସହ ସବୁଠୁ ଖରାପ ସ୍ଥିତିରେ ରହିଛି ଗୁରୁଗ୍ରାମ । ତା ପରେ ରାଜସ୍ଥାନର ରେୱାଡି, ମୁଜାଫରପୁରଳ ଲକ୍ଷେ୍ନø, ବେଗୁରସରାଇ, ଭୋପାଳ, ଖଡକପଦା, କଲ୍ୟାଣ, ଛାପ୍ରା ରହିଛି । ଏହି ତାଲିକାରେ ଚୀନର ଲୁଝୁୀ ସାଓସିସିାଙ୍ଗ ଓ ମଙ୍ଗୋଲିରାର ବାୟାଖୋସୁ ମଧ୍ୟ ସ୍ଥା ପାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ପ୍ରଦୁଷଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଦିଲ୍ଲୀ କିନ୍ତୁ ଏହି ତାଲିକାରେ ନାହିଁ ।
ବିଶ୍ୱ ବାୟୁମାନ ସୂଚକାଙ୍କରେ ପ୍ରକାଶ ପାଇଲା ଚିନ୍ତାଜନକ ରିପୋର୍ଟ। ସମଗ୍ର ଏସିଆ ମହାଦେଶର ପ୍ରଦୁଷିତ ୧୦ ସହର ମଧ୍ୟରେ ରହିଛି ଭାରତର ୮ଟି ସହର।
/kanak/media/post_attachments/wp-content/uploads/2022/10/21-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)