ଭୁବନେଶ୍ୱର କେୟାର ହସ୍ପିଟାଲରେ ପାଳିତ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏଥର ଥିମ୍ ‘ଟୁଗେଦର୍ ୱି ଆର୍ ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍’ । 

 ଭୁବନେଶ୍ୱର କେୟାର ହସ୍ପିଟାଲରେ ପାଳିତ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏଥର ଥିମ୍ ‘ଟୁଗେଦର୍ ୱି ଆର୍ ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍’ । 

କନକ ବ୍ୟୁରୋ: ଭୁବନେଶ୍ୱର କେୟାର ହସ୍ପିଟାଲ ପାଳନ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ପ୍ରତିବର୍ଷ ୨୯ ଅକ୍ଟୋବରରେ ପାଳନ ହୁଏ ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏବର୍ଷର ଥିମ ‘ଟୁଗେଦର ୱୁଇ ଆର ଗ୍ରେଟର ଦେନ୍ ଷ୍ଟ୍ରୋକ୍’ ।

ଏହି ଅବସରରେ ଆଜି ଏକ ମିନି ୱାକାଥନର ଆୟୋଚନ କରିଥିଲେ କେୟାର ହସ୍ପିଟାଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଖାଦ୍ୟ ପ୍ରଣାଳୀରେ ପରିବର୍ତନ ସହ ଶାରୀରିକ ପରିଶ୍ରମ କମ୍ ହେବାରୁୁ ଷ୍ଟ୍ରୋକ ସମସ୍ୟା ଭାରତରେ ବଢ଼ୁଥିବା ଡାକ୍ତର କହିଛଦତିୀ । ସେହିଭଳି ଆଜିର ଦିନରେ ଶାରୀରିକ ପରିଶ୍ରମ କରିବାର ବଡ଼ ଆବଶ୍ୟକତା ରହିଛି ବୋଲି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe