କନକ ବ୍ୟୁରୋ: ଭୁବନେଶ୍ୱର କେୟାର ହସ୍ପିଟାଲ ପାଳନ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ପ୍ରତିବର୍ଷ ୨୯ ଅକ୍ଟୋବରରେ ପାଳନ ହୁଏ ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏବର୍ଷର ଥିମ ‘ଟୁଗେଦର ୱୁଇ ଆର ଗ୍ରେଟର ଦେନ୍ ଷ୍ଟ୍ରୋକ୍’ ।
ଏହି ଅବସରରେ ଆଜି ଏକ ମିନି ୱାକାଥନର ଆୟୋଚନ କରିଥିଲେ କେୟାର ହସ୍ପିଟାଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଖାଦ୍ୟ ପ୍ରଣାଳୀରେ ପରିବର୍ତନ ସହ ଶାରୀରିକ ପରିଶ୍ରମ କମ୍ ହେବାରୁୁ ଷ୍ଟ୍ରୋକ ସମସ୍ୟା ଭାରତରେ ବଢ଼ୁଥିବା ଡାକ୍ତର କହିଛଦତିୀ । ସେହିଭଳି ଆଜିର ଦିନରେ ଶାରୀରିକ ପରିଶ୍ରମ କରିବାର ବଡ଼ ଆବଶ୍ୟକତା ରହିଛି ବୋଲି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/care.jpg)