ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଟସ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ନିମନ୍ତ୍ରଣ

ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଟସ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ନିମନ୍ତ୍ରଣ

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପର ଫାଇନାଲ ମୁକାବିଲା । ଏହି କ୍ରମରେ ଟସ୍ ଜିତି ପ୍ରଥମେ ଅଷ୍ଟେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଓ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ଟସ୍ ପକାଇଥିଲେ ।

ଆଉ ଅଳ୍ପ ସମୟ ଅର୍ଥାତ ୨ଟାରୁ ଖେଳ ଆରମ୍ଭ ହେବ । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବାରୁ ଭାରତୀୟ କ୍ରିକେଟ ଟିମର ପ୍ରଶଂସକମାନେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe