କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପର ଫାଇନାଲ ମୁକାବିଲା । ଏହି କ୍ରମରେ ଟସ୍ ଜିତି ପ୍ରଥମେ ଅଷ୍ଟେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଓ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ଟସ୍ ପକାଇଥିଲେ ।
ଆଉ ଅଳ୍ପ ସମୟ ଅର୍ଥାତ ୨ଟାରୁ ଖେଳ ଆରମ୍ଭ ହେବ । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବାରୁ ଭାରତୀୟ କ୍ରିକେଟ ଟିମର ପ୍ରଶଂସକମାନେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Capture-35.jpg)