ବିଶ୍ୱକପ୍ ମହାସମର : ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି । ଜାଣନ୍ତୁ କାହିଁକି ଖେଳିବେ ନାହିଁ ବାଂଲାଦେଶ କ୍ୟାପଟେନ୍ ସାକିବ୍ ଅଲ୍ ହାସନ

ବିଶ୍ୱକପ୍ ମହାସମର : ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି । ଜାଣନ୍ତୁ କାହିଁକି ଖେଳିବେ ନାହିଁ ବାଂଲାଦେଶ କ୍ୟାପଟେନ୍ ସାକିବ୍ ଅଲ୍ ହାସନ

କନକ ବ୍ୟୁରୋ : ବିଶ୍ୱକପ୍ ମହାସମରରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ଟସ୍ ଜିତି ପ୍ରଥମେ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସେପଟେ ବାଂଲାଦେଶର କ୍ୟାପଟେନ ସାକିବ ଅଲ୍ ହାସନ ଆଜିର ମ୍ୟାଚ ଖେଳିବେ ନାହିଁ ବୋଲି ଜଣାପଡିଛି । ଆହତ ପାଇଁ ଚୂଡାନ୍ତ ଏକାଦଣରୁ ବାଦ ପଡିଛନ୍ତି ବାଂଲାଦେଶ କ୍ୟାପଟେନ । ସେପଟେ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହୋଇ ବିଜୟର ଧାରାକୁ ଜାରି ରଖିôବ ବୋଲି ପ୍ରୟାସ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe