ଫ୍ରାନ୍ସରେ ଥମୁନି ଅଶାନ୍ତି : ଲୋକଙ୍କ କ୍ରୋଧ ଅସମ୍ଭାଳ

Advertisment

ଦେଶରେ ଶାନ୍ତି ଓ ସ୍ଥିରତା ନେତୃତ୍ୱଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି । ପ୍ରସ୍ତାବିତ  ବଜେଟ୍ କାଟ ଓ ରାଜନୈତିକ ଅସ୍ଥିରତା ବିରୋଧରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ନିଆଁ ଜାଳି ରାସ୍ତା ଅବରୋଧ ସହ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ।

ଦେଶରେ ଶାନ୍ତି ଓ ସ୍ଥିରତା ନେତୃତ୍ୱଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି । ପ୍ରସ୍ତାବିତ  ବଜେଟ୍ କାଟ ଓ ରାଜନୈତିକ ଅସ୍ଥିରତା ବିରୋଧରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ନିଆଁ ଜାଳି ରାସ୍ତା ଅବରୋଧ ସହ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ।

16

କନକ ବ୍ୟୁରୋ : ଫ୍ରାନ୍ସରେ ଦେଶବ୍ୟାପୀ ବ୍ଲକ୍ ଏଭ୍ରିଥିଙ୍ଗ୍ ଅଭିଯାନ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପାଇଁ ଦିନକୁ ଦିନ ବଡ଼ ଚ୍ୟାଲେଞ୍ଜ୍ ହୋଇଛି । ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ ଲିକୋର୍ଣ୍ଣୁ ମଧ୍ୟ କମ୍ ସମସ୍ୟାରେ ପଡ଼ି ନାହାନ୍ତି । ଦେଶରେ ଶାନ୍ତି ଓ ସ୍ଥିରତା ନେତୃତ୍ୱଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି । ପ୍ରସ୍ତାବିତ  ବଜେଟ୍ କାଟ ଓ ରାଜନୈତିକ ଅସ୍ଥିରତା ବିରୋଧରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ନିଆଁ ଜାଳି ରାସ୍ତା ଅବରୋଧ ସହ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି । ପୁଲିସ ରାଜଧାନୀ ପ୍ୟାରିସ ସମେତ ଦେଶବ୍ୟାପୀ ଶହଶହ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସତ୍ତ୍ୱେ ଆନ୍ଦୋଳନ ଥମିନାହିଁ । ଦୁର୍ନୀତି, ତଳମୁହାଁ ଅର୍ଥନୀତି, ପେନସନ ସଂସ୍କାର, ରାଜନୈତିକ ଅସ୍ଥିରତାରୁ ଦୀର୍ଘଦିନ ଧରି ଲାଗି ରହଥିବା ଜନଅସନ୍ତୋଷ ଶେଷରେ ବିସ୍ଫୋରଣର ରୂପ ନେଇଛି । ନୂଆ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ଅଶାନ୍ତି କମିବାର ନାଁ ନେଉନାହିଁ । 

ଫ୍ରାନ୍ସରେ ଥମୁନି ଅଶାନ୍ତି 
ଲୋକଙ୍କ କ୍ରୋଧ ଅସମ୍ଭାଳ  
ରାଷ୍ଟ୍ରପତି ଇମାନୁଏଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ୍
ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ସତ୍ତ୍ବେ ଆଶାନ୍ତି ଥମୁନି 
ଦୁର୍ନୀତି, ତଳମୁହାଁ ଅର୍ଥନୀତି, ରାଜନୈତିକ ଅସ୍ଥିରତା
ଦୀର୍ଘଦିନ ଧରି ଲାଗିରଥିହିବା ଅଶାନ୍ତିର ଉଗ୍ରରୂପ
ଶହଶହ ଲୋକଙ୍କୁ ଗିରଫ କରିବା ପରେ ବି ବିକ୍ଷୋଭ ଥମୁନି
ରାସ୍ତା ଅବରୋଧ, ସରକାରୀ ସମ୍ପତ୍ତି ନଷ୍ଟ
ପୁଲିସ- ଜନତା ସଂଘର୍ଷ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe